Subscribe
URL of the page has been copied to clipboard.
Meaning : ବାଉଁଶ କିମ୍ବା ଲୁହା ଛଡ଼ଆଦିକୁ ବଙ୍କା କରି ତାହାର ଦୁଇଟି ଶୀର୍ଷ ମଝିରେ ଦଉଡ଼ି ବାନ୍ଧି ତିଆରି କରାଯାଇଥିବା ଶସ୍ତ୍ର ଯାହାଦ୍ୱାରା ତୀର ଚଳାଯାଏ
Example : ଶିକାରୀ ଧନୁରେ ଲକ୍ଷ୍ୟ ସାଧିଲା ଏବଂ ବାଘକୁ ମାରିଦେଲା
Synonyms : ଚାପ, ଧନୁ
Translation in other languages :हिन्दी
बाँस या लोहे आदि की छड़ को कुछ झुकाकर उसके दोनों सिरों के बीच डोरी बाँधकर बनाया हुआ अस्त्र, जिससे तीर चलाते हैं।
Install App