Subscribe
URL of the page has been copied to clipboard.
Meaning : ଟଙ୍କା, ପଇସା ଭର୍ତ୍ତିକରି ଅଣ୍ଟାରେ ବାନ୍ଧୁଥିବା ଲମ୍ବା ଥଳି
Example : ବେପାରୀ ଟଙ୍କା ଭର୍ତ୍ତି ଗାଞ୍ଜିଆକୁ ଅଣ୍ଟାରେ ବାନ୍ଧିଲା
Synonyms : ଗାଞ୍ଜିଆ, ମୁଣା
Install App