Meaning : ଗୁପ୍ତ ରୂପରେ ବାର୍ତ୍ତା ପଠାଇବା ବା ଉପସ୍ଥାପିତ କରିବାପାଇଁ ବ୍ୟବହାର କରାଯାଉଥିବା ସଂକେତ
Example :
ମେଜର ଗୁପ୍ତ ସଂକେତଦ୍ୱାରା ସୈନିକମାନଙ୍କୁ ବାର୍ତ୍ତା ପଠାଇଲେ
Synonyms : କୂଟ ସଂକେତ, ଗୁପ୍ତ ସଂକେତ
Translation in other languages :
A coding system used for transmitting messages requiring brevity or secrecy.
code