Meaning : କୋକୋଆ ନାମକ ବୃକ୍ଷରୁ ପ୍ରାପ୍ତ ମଞ୍ଜି
Example :
କୋକୋଆ ମଞ୍ଜିରୁ କୋକୋ ପ୍ରସ୍ତୁତ ହୁଏ
Synonyms : କୋକୋ, କୋକୋଆ ମଞ୍ଜି
Translation in other languages :
Meaning : ପ୍ରାୟ ଛଅରୁ ଆଠ ମିଟର ଉଚ୍ଚ ଏକ ଚିରହରିତ ବୃକ୍ଷ
Example :
କୋକୋଆ ମଞ୍ଜିରୁ କୋକୋଆ ପ୍ରସ୍ତୁତ ହୁଏ
Synonyms : କୋକୋ
Translation in other languages :
Meaning : କୋକୋଆ ଗଛର ମଞ୍ଜିକୁ ଭାଜି ଚୂରି ପ୍ରସ୍ତୁତ ହେଉଥିବା ଚୂର୍ଣ୍ଣ
Example :
ଅନେକ ପ୍ରକାର ଖାଦ୍ୟପଦାର୍ଥରେ କୋକୋଆ ବ୍ୟବହାର କରାଯାଏ
Synonyms : କୋକୋ
Translation in other languages :
काकाओ वृक्ष के बीजों को भूनकर और पीसकर बनाया हुआ चूर्ण।
कोको का उपयोग कई प्रकार की खाद्यवस्तुओं में होता है।Powder of ground roasted cacao beans with most of the fat removed.
cocoa