Meaning : ସ୍ତ୍ରୀ ଆଦିଙ୍କ ସହିତ ପୁରୁଷ ଆଦିଙ୍କ ସମାଗମ
Example :
ଅନୁଚିତ ମୈଥୁନ କେତେ ପ୍ରକାରର ରୋଗକୁ ଜନ୍ମ ଦିଏବ୍ରହ୍ମଚାରୀ ମୈଥୁନ ଠାରୁ ଦୂରରେ ରହନ୍ତି
Synonyms : ଅନଂଗ-କ୍ରୀଡ଼ା, ଅନଙ୍ଗ-କ୍ରୀଡ଼ା, ନିଧୁବନ, ମିଥୁନ, ମୈଥୁନ, ରତି, ରତିକ୍ରିୟା, ସଂଗମ, ସଂଭୋଗ, ସଙ୍ଗମ, ସମ୍ଭୋଗ, ସହବାସ
Translation in other languages :
स्त्री आदि के साथ पुरुष आदि का समागम।
अनुचित मैथुन कई तरह के रोगों को जन्म देता है।Activities associated with sexual intercourse.
They had sex in the back seat.Meaning : କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
Example :
ପିଲାମାନେ ପାଣିରେ ଖେଳୁଛନ୍ତି
Synonyms : ଆମୋଦପ୍ରମୋଦ, କୌତୁକ, କ୍ରୀଡା, ଖେଳ, ବିନୋଦ, ବିହାର
Translation in other languages :
Activities that are enjoyable or amusing.
I do it for the fun of it.Meaning : ଅଟା ଓ ଚିନି ମିଶେଇ ତିଆରି କରାଯାଉଥିବା ଏକ ମିଠା
Example :
ରାହୁଳ କେଳି ଖାଉଛି
Translation in other languages :