Meaning : କୃପଣ ହେବାର ଅବସ୍ଥା ବା ଭାବ
Example :
କୃପଣତା କାରଣରୁ ସେଠ୍ ଦୌଲତରାମ କାହାକୁ ପଇସାଟିଏ ବି ଦିଏନାହିଁ
Synonyms : କଞ୍ଜୁସ ପଣିଆ, କଞ୍ଜୁସି
Translation in other languages :
Extreme care in spending money. Reluctance to spend money unnecessarily.
parsimoniousness, parsimony, penny-pinching, thrift