Meaning : ଯେଉଁ ସମୟରେ ଚନ୍ଦ୍ରମା କୃତ୍ତିକା ନକ୍ଷତ୍ରରେ ଥାଆନ୍ତି
Example :
ସେ କୃତ୍ତିକା ନକ୍ଷତ୍ରରେ ଜନ୍ମ ହୋଇଥିଲା
Synonyms : କୃତ୍ତିକା ନକ୍ଷତ୍ର
Translation in other languages :
वह समय जब चंद्रमा कृत्तिका नक्षत्र में होता है।
वह कृत्तिका नक्षत्र में पैदा हुआ था।Meaning : ସତେଇଶ ନକ୍ଷତ୍ର ମଧ୍ୟରୁ ତୃତୀୟ ନକ୍ଷତ୍ର
Example :
ଭରଣୀରୁ ବାହାରି ଚନ୍ଦ୍ର କୃତ୍ତିକା ନକ୍ଷତ୍ରରେ ପ୍ରବେଶ କଲା
Synonyms : କୃତ୍ତିକା ନକ୍ଷତ୍ର
Translation in other languages :
सत्ताईस नक्षत्रों में से तीसरा।
भरणी से निकलकर चंद्रमा ने कृत्तिका नक्षत्र में प्रवेश किया।