Subscribe
URL of the page has been copied to clipboard.
Meaning : ନଦୀ ବା ଜଳାଶୟର କୂଳ
Example : ନଦୀ ତଟରେ ସେ ନୌକାକୁ ଅପେକ୍ଷା କରିଥିଲା
Synonyms : ଆଡ଼ି, ତଟ, ତୀର, ପତ୍ତା, ବେଳା
Translation in other languages :हिन्दी English
नदी या जलाशय का किनारा।
The land along the edge of a body of water.
Meaning : ତିନିଦିଗରୁ ସ୍ଥଳ ଭାଗ ଘେରିଥିବା ସମୁଦ୍ରର ଏକ କ୍ଷୁଦ୍ର ଅଂଶ
Example : ଏହି ଜାହାଜ ବଙ୍ଗୋପସାଗରର କୂଳ ଦେଇ ଯିବ
Synonyms : ଉପସାଗର, ଖାଡ଼ୀ
समुद्र का वह छोटा भाग जो तीन ओर से स्थल से घिरा हो।
An indentation of a shoreline larger than a cove but smaller than a gulf.
Meaning : କୌଣସି ବସ୍ତୁ, ସ୍ଥାନଆଦିର ଉଚ୍ଚା ପାର୍ଶ୍ୱ
Example : ସେ ନଈ କୂଳରେ ପହଞ୍ଚି ପାଣିକୁ ଡେଇଁ ପଡ଼ିଲା
Synonyms : ଢିପ
किसी वस्तु,स्थान आदि का ऊँचा किनारा।
The edge of a steep place.
Install App