Subscribe
URL of the page has been copied to clipboard.
Meaning : ବଡ଼ ନୌକାର ମଝିରେଥିବା ସେହି କାଠଗଣ୍ଡି ଯେଉଁଥିରେ ପାଲ ବନ୍ଧାଯାଏ
Example : ଜୋରରେ ପବନହେବା କାରଣରୁ ନାଆର ଦୁର୍ବଳ ମାସ୍ତୁଲ ଭାଙ୍ଗିଗଲା
Synonyms : ଦଂଡ, ଦଣ୍ଡ, ମାସ୍ତୁଲ
Translation in other languages :हिन्दी English
बड़ी नावों के बीच का वह लट्ठा जिसमें पाल बाँधते हैं।
A vertical spar for supporting sails.
Install App