Meaning : ଯେଉଁ ପଦରେ ଶ୍ଳିଷ୍ଟ ଶବ୍ଦମାନଙ୍କର ପ୍ରୟୋଗ ହୋଇଛି ଏବଂ ସେଥିପାଇଁ ଯାହାର ଅର୍ଥ ସବୁଲୋକ ଶୀଘ୍ର ବୁଝି ପାରିବେନାହିଁ
Example :
ସୁର ଦାସଙ୍କ ଭ୍ରମର ଗୀତ କୂଟ ପଦରେ ଭର୍ତ୍ତି ହୋଇଛି
Synonyms : କୂଟ ପଦ
Translation in other languages :
Meaning : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
Example :
ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
Synonyms : କଠିନ, କୂଟତାପୂର୍ଣ୍ଣ, ଗମ୍ଭୀର, ଗୁଢ଼, ଜଟିଳ, ତେଢ଼ା
Translation in other languages :
Difficult to analyze or understand.
A complicated problem.