Meaning : କେବଳ ସମ୍ମତି ପ୍ରଦାନ କରାଯାଉଥିବ ମାତ୍ର ସର୍ବମାନ୍ୟ ହୋଇନଥିବ
Example :
ସେ ଜଣେ ତଥାକଥିତ ସାଧୁ
Synonyms : ତଥାକଥିତ, ନାମକୁ ମାତ୍ର
Translation in other languages :
यों ही या केवल कहा जानेवाला परन्तु सर्वमान्य नहीं।
वह एक तथाकथित साधु है।