Meaning : ଦେହ ଏବଂ କମରକୁ ଢାଙ୍କୁଥିବା ଏକ ପୋଷାକ ଯାହା ମୁଣ୍ଡ ଗଳାଇ ପିନ୍ଧାଯାଏ
Example :
ଭାରତର ରାଷ୍ଟ୍ରୀୟ ପୋଷାକ ହେଉଛି ଧୋତି ଓ କୁର୍ତ୍ତା
Synonyms : କୁର୍ତ୍ତା
Translation in other languages :
A loose collarless shirt worn by many people on the Indian subcontinent (usually with a salwar or churidars or pyjama).
kurta