Meaning : ଯେଉଁ ପୁରୁଷ ବିବାହିତ ନୁହେଁ
Example :
ଏହି ପଦ ନିମନ୍ତେ କେବଳ ଅବିବାହିତ ହିଁ ଆବେଦନ କରି ପାରିବେ
Synonyms : ଅବିବାହିତ, ଅବିବାହିତ ପୁରୁଷ, ବାଡ଼ୁଅ
Translation in other languages :
Meaning : ଭଗବାନ ଶିବଙ୍କ ବଡ଼ ପୁତ୍ର ଯାହାଙ୍କୁ ଯୁଦ୍ଧର ଦେବତା ବୋଲି କୁହାଯାଏ
Example :
ଦେବସେନାର ସେନାପତି ହେଉଛନ୍ତି କାର୍ତ୍ତିକ
Synonyms : କାର୍ତ୍ତିକ, କାର୍ତ୍ତିକେଶ୍ୱର, କାର୍ତ୍ତିକେୟ, ଷଡ଼ାନନ, ସ୍କନ୍ଧ
Translation in other languages :
भगवान शिव के बड़े पुत्र जो युद्ध के देवता कहे जाते हैं।
कार्तिकेय देव सेना के सेनापति हैं।Meaning : ଯାହାର ବାହାଘର ହୋଇନାହିଁ
Example :
ଅବିବାହିତ ପୁରୁଷ ହିଁ ଏହି ପଦପାଇଁ ପ୍ରାର୍ଥୀ ହୋଇପାରିବେ
Translation in other languages :