Meaning : ହରିଣର ଚାରିଗୋଡ଼ରେ ଡେଇଁଡେଇଁ ଦୌଡ଼ିବା
Example :
ଜଙ୍ଗଲରେ ହରିଣମାନେ ଡିଆଁଡେଇଁ କରୁଥିଲେ
Synonyms : ଡିଆଁଡେଇଁ କରିବା, ଲମ୍ଫ ଦେବା
Translation in other languages :
हिरन का दौड़ना जिसमें वह चारों पैर फेंकता है।
जंगल में हिरन चौकड़ी भर रहे थे।Meaning : ଆକ୍ରମଣ କରିବା ବା ଚଲାଇବାପାଇଁ ଶୀଘ୍ର ଆଗକୁ ବଢ଼ିବା
Example :
କୁକୁର ବିଲେଇ ଉପରକୁ ଲମ୍ଫ ମାରିଲା
Synonyms : ଝାମ୍ପିବା, ଲମ୍ଫ ମାରିବା
Translation in other languages :