Meaning : ବାଇଶଟି ମାତ୍ରାର ଗୋଟିଏ ଛାନ୍ଦ
Example :
କୁଣ୍ଡଳରେ ବାରତମ ଏବଂ ଦଶମରେ ବିରାମ ଥାଏ ଏବଂ ଶେଷରେ ଦୁଇଟି ଗୁରୁ ଥାଏ
Synonyms : କୁଂଡଳ
Translation in other languages :
Meaning : କାନରେ ପିନ୍ଧା ଯାଉଥିବା ଏକ ବଡ଼ ଗୋଲ ଗହଣା
Example :
ଗୀତା କୁଣ୍ଡଳ ପିନ୍ଧିଛି
Synonyms : କର୍ଣ୍ଣକୁଂଡଳ, କର୍ଣ୍ଣକୁଣ୍ଡଳ, କୁଂଡଳ
Translation in other languages :
कान में पहनने का एक बड़ा गोल गहना।
गीता कर्णकुंडल पहनी हुई है।Jewelry to ornament the ear. Usually clipped to the earlobe or fastened through a hole in the lobe.
earringMeaning : କାନରେ ପିନ୍ଧା ଯାଉଥିବା ଏକ ଗହଣା
Example :
ଗୀତାର ଗୋଟିଏ କାନର କାନଫୁଲ ହଜି ଯାଇଛି
Synonyms : ଅବତଂସ, କର୍ଣ୍ଣଭୂଷଣ, କାନଫୁଲ
Translation in other languages :
Jewelry to ornament the ear. Usually clipped to the earlobe or fastened through a hole in the lobe.
earring