Meaning : କାଠ, ମାଟି, ପଥରଆଦିରେ ପାଣିରଖିବା ନିମନ୍ତେ ତିଆରି ହୋଇଥିବା ଗଭୀର ପାତ୍ର
Example :
କୁଣ୍ଡଟି ପାଣିରେ ଭର୍ତ୍ତି ହୋଇଛି
Translation in other languages :
Meaning : ଜଳସେଚନପାଇଁ କୂଅରୁ ପାଣି ବାହାର କରିବାର ଏକ ପାତ୍ର
Example :
କୃଷକ କୁଣ୍ଡଦ୍ୱାରା ପାଣି ବାହାର କରି କ୍ଷେତରେ ଜଳସେଚନ କରୁଛି
Translation in other languages :
सिंचाई के लिए कुएँ से पानी निकालने का एक प्रकार का डोल।
किसान कूँड़ द्वारा पानी निकाल कर खेत की सिंचाई कर रहा है।Meaning : ମାଟିରେ ତିଆରି ଏକ ପ୍ରକାରର ବାସନ
Example :
କୁଣ୍ଡରେ ପାଣି ଗରମ କରାଯାଏ
Translation in other languages :
Meaning : ତରଳ ପଦାର୍ଥ ବା ଗ୍ୟାସ୍ ରଖିବାପାଇଁ ଏକ ଢାଙ୍କୁଣିବାଲା କୁଣ୍ଡ
Example :
ଟାଙ୍କିରେ ପାଣି ଭର୍ତ୍ତିକରି ରଖ କାରଣ କାଲି ପାଣି ଆସିବନାହିଁ
Synonyms : ଟାଙ୍କି
Translation in other languages :
Meaning : ଛୋଟ ନନ୍ଦିଆ
Example :
ଶୀଲା ବାଛୁରୀକୁ କୁଣ୍ଡରେ ପାଣି ପେଉଛି
Translation in other languages :