Meaning : ଯାହାର ସଙ୍କୋଚ ବା ଦ୍ୱିଧା ଅଛି
Example :
ସେ କୁଣ୍ଠିତ ସ୍ୱରରେ ଖାଦ୍ୟ ମାଗିଲା
Translation in other languages :
Meaning : ବିଫଳତାରୁ ନିରାଶ
Example :
ଆଶାଶୂନ୍ୟ ହୋଇ ବ୍ୟକ୍ତିଟି ଆତ୍ମହତ୍ୟା କରିଦେଲା
Synonyms : ଆଶାଶୂନ୍ୟ
Translation in other languages :
Disappointingly unsuccessful.
Disappointed expectations and thwarted ambitions.