Meaning : ବିଫଳତା କାରଣରୁ ହେଉଥିବା ଘୋର ନିରାଶା
Example :
ବାରମ୍ବାର ପରୀକ୍ଷାରେ ଅସଫଳ ହେବା କାରଣରୁ ସେ କୁଣ୍ଠାରେ ଗ୍ରସ୍ତ ହୋଇଗଲେଣି
Synonyms : କୁଣ୍ଠା
Translation in other languages :
The feeling that accompanies an experience of being thwarted in attaining your goals.
defeat, frustration