Meaning : କୁଟିଳତାପୂର୍ଣ୍ଣ ବ୍ୟବହାର କରିବା ବ୍ୟକ୍ତି
Example :
କୁଟିଳ ବ୍ୟକ୍ତିର ହୃଦୟ କଥା କେହି ଜାଣିପାରେ ନାହିଁ
Translation in other languages :
Meaning : ଯେ କପଟରେ ଭରା ବା ଯେଉଁଥିରେ କପଟ ଅଛି
Example :
ସେ ମୋ ସହିତ କପଟପୂର୍ଣ୍ଣ ବ୍ୟବହାର କଲା ତାର ହସ କୁଟିଳ ଥିଲା
Synonyms : କପଟପୂର୍ଣ୍ଣ, କପଟମୟ, ଛଦ୍ମମୟ, ଛଳନାପୂର୍ଣ୍ଣ, ଛଳନାମୟ
Translation in other languages :
Intended to deceive.
Deceitful advertising.