Meaning : ତିଳକ ଲଗାଇବାପାଇଁ ବ୍ୟବହୃତ ପ୍ରସିଦ୍ଧ ଲାଲ ଚୂର୍ଣ୍ଣ ଧାର୍ମିକ ଅନୁଷ୍ଠାନମାନଙ୍କରେ ଯାହାର ବ୍ୟବହାର ହୋଇଥାଏ
Example :
ସେ ପ୍ରତିଦିନ କୁମକୁମ ଚନ୍ଦନ ଆଦି ଦେଇ ପ୍ରଭୁଙ୍କୁ ପୂଜା କରେ
Translation in other languages :
Meaning : ମଧ୍ୟମ ଶ୍ରେଣୀର ଓ ସାଧାରଣତଃ ବଜାରରେ ମିଳୁଥିବା କେଶର
Example :
ରମେଶ କୁଙ୍କୁମର ବଡ ବେପାରି
Translation in other languages :