Subscribe
URL of the page has been copied to clipboard.
Meaning : ଖରାପ କାମ ବା ସେଭଳି କାମ ଯାହା କରିବା ଖରାପ
Example : ତୁମକୁ ତୁମର ଦୁଷ୍କର୍ମପାଇଁ ନିଶ୍ଚୟ ଦଣ୍ଡ ଭୋଗିବାକୁ ପଡ଼ିବ
Synonyms : ଅପକର୍ମ, ଖରାପକର୍ମ, ଦୁଷ୍କର୍ମ, ଦୁଷ୍କୃତ୍ୟ, ପାପକର୍ମ, ମନ୍ଦକର୍ମ
Translation in other languages :हिन्दी English
बुरा कर्म या वह कर्म जिसे करना बुरा हो।
Improper or wicked or immoral behavior.
Meaning : ମନ୍ଦ ସ୍ୱଭାବ
Example : ନିଜ ପିଲାଙ୍କର କୁସ୍ୱଭାବକୁ ମୁଁ ଦୂର ନକଲେ କିଏ କରିବ
Synonyms : କୁସ୍ୱଭାବ, ଖରାପକାମ, ମନ୍ଦ ଆଚରଣ
Translation in other languages :हिन्दी
बुरा स्वभाव।
Install App