Subscribe
URL of the page has been copied to clipboard.
Meaning : ଆଖିରେ ନ ଦେଖା ଯାଉଥିବା ଯେଉଁ ସୂକ୍ଷ୍ମ ଜୀବାଣୁକୁ କେବଳ ଦୂରବୀକ୍ଷଣ ଯନ୍ତ୍ରଦ୍ୱାରା ଦେଖାଯାଇପାରେ
Example : କୀଟାଣୁଦ୍ୱାରା ନାନା ରକମର ରୋଗ ସଂକ୍ରମିତ ହୁଏ
Synonyms : ଜୀବାଣୁ
Translation in other languages :हिन्दी English
आँखों से न दिखाई देने वाला वह सूक्ष्म कीड़ा जिसे केवल सूक्ष्मदर्शी से देखा जा सकता है।
A minute life form (especially a disease-causing bacterium). The term is not in technical use.
Install App