Meaning : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
Example :
ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
Translation in other languages :
Meaning : କିସ୍ତିରେ ଶୁଝାଯାଉଥିବା ଋଣର ସେହି ଅଂଶ
Example :
ମୁଁ ଏହି ମାସର କିସ୍ତି ଜମା କରିଦେଇଛି
Meaning : ଋଣ କିମ୍ବା ଦେବାକୁଥିବା କୌଣସି ଅଂଶ ଯାହା ଏକ ସମୟରେ ଦିଆଯାଏ
Example :
ମୁଁ ଏହି ଋଣ କିସ୍ତିରେ ଶୁଝିବି
Translation in other languages :
A payment of part of a debt. Usually paid at regular intervals.
installment