Meaning : ପଶୁଙ୍କର ବିଶେଷକରି ଘୋଡ଼ାର କାଶିବା
Example :
ମୋ ଘୋଡ଼ା ଆଜି ସକାଳଠାରୁ କାଶୁଛି
Translation in other languages :
Meaning : ଗଳାରୁ ଅଟକି ଥିବା କଫକୁ ବାହାରକରିବା ପାଇଁ ବାୟୁକୁ ଏକ ସମୟରେ ଜୋରରେ କଣ୍ଠରୁ ବାହାର କରିବା
Example :
ଜେଜେ ରାତିରେ ବହୁତ କାଶୁଥିଲେ
Translation in other languages :