Meaning : କଳା ହେବାର ଅବସ୍ଥା
Example :
ଆଜିକାଲି ଚେହେରାର କାଳିମା ଦୂର କରିବା ନାଁରେ ବଜାରରେ ବିଭିନ୍ନ ପ୍ରକାରର କ୍ରୀମ୍ ମିଳୁଛି
Synonyms : କଳାପଣ
Translation in other languages :
Meaning : କାହା ଉପରେ ଲଗାଯାଇଥିବା ଦୋଷ
Example :
ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍ ନୁହେଁ
Synonyms : ଅପବାଦ, ଅପଯଶ, କଳଙ୍କ, ଦୋଷ, ଲାଞ୍ଛନ
Translation in other languages :
A false accusation of an offense or a malicious misrepresentation of someone's words or actions.
calumniation, calumny, defamation, hatchet job, obloquy, traducementMeaning : ଧୂଆଁ ଜମିଯିବା କାରଣରୁ କଳା ପଡ଼ିଯାଇଥିବା ଅଂଶ
Example :
କାନ୍ଥ ଉପରେ ଲାଗିଥିବା କଳାକୁ ସଫା କରିଦିଅ
Translation in other languages :
A black colloidal substance consisting wholly or principally of amorphous carbon and used to make pigments and ink.
carbon black, crock, lampblack, smut, soot