Meaning : ମନୁଷ୍ୟ ଜୀବନରେ ଅଲଗା ଅଲଗା ଗ୍ରହମାନଙ୍କର ନିଶ୍ଚିତ ଭୋଗକାଳ
Example :
ଏବେ ମୋର ଗ୍ରହଦଶା ବହୁତ ଭଲଚାଲିଛି
Synonyms : ଗ୍ରହ, ଗ୍ରହଦଶା, ଗ୍ରହଭୋଗ, ଦଶା
Translation in other languages :
मनुष्य के जीवन में अलग-अलग ग्रहों के निश्चित भोगकाल।
अभी मेरी ग्रह दशा बहुत अच्छी चल रही है।Meaning : ସାଂସ୍କୃତିକ ଇତିହାସରେ ସେହି କାଳ-ମାନ ଯାହା ସମୟ ଏବଂ ଅବସ୍ଥା ଆଦି ଦୃଷ୍ଟିରୁ ନିଜର ଏକ ପରିଭାଷ୍ୟ ବା ମହତ୍ତ୍ୱପୂର୍ଣ୍ଣ ସ୍ଥାନ ନିର୍ଦ୍ଧାରଣ କରେ
Example :
ମୁଁ ଆପଣଙ୍କୁ ଭାରତେନ୍ଦୁ ଯୁଗର ଗୋଟିଏ ଲେଖା ଶୁଣାଉଛି
Translation in other languages :
Meaning : କ୍ରିୟାର ଯେଉଁ ରୂପଦ୍ୱାରା ଆମକୁ କାର୍ଯ୍ୟର ସମୟ ବିଷୟରେ ଜଣାପଡ଼େ
Example :
କାଳ ମୁଖ୍ୟତଃ ତିନି ପ୍ରକାରର
Translation in other languages :
(व्याकरण में) क्रिया का वह रूप जिससे उसके होने या किए जाने के समय का ज्ञान होता है।
मुख्य रूप से काल के तीन भेद होते हैं।A grammatical category of verbs used to express distinctions of time.
tenseMeaning : ଅନୁଭବରେ ସର୍ବଦା ବୁଡ଼ି ରହିବାର ଭାବ ଯେଉଁଥିରେ ଘଟଣା ବର୍ତ୍ତମାନ ଜରିଆରେ ଭବିଷ୍ୟତରୁ ଅତୀତକୁ ଯାଏ
Example :
ତାଙ୍କର ଏମାସପରେ ଭଲ ସମୟ ଆସିବ
Translation in other languages :
The continuum of experience in which events pass from the future through the present to the past.
He waited for along time.Meaning : ଏକ ଅନିଶ୍ଚିତ କାଳ
Example :
ସେ ନିଜ ସମୟରେ ଜଣେ ଶ୍ରେଷ୍ଠ କଳାକାର ଥିଲେ
Translation in other languages :
An indefinite period (usually marked by specific attributes or activities).
The time of year for planting.Meaning : ଇତିହାସର କୌଣସି ଏଭଳି ବଡ଼ କାଳ ଯେଉଁଥିରେ ଗୋଟିଏ ପ୍ରକାରର କାମ, ଘଟଣାଆଦିର ପ୍ରମୁଖତା ଅଛି
Example :
ଭକ୍ତି ଯୁଗକୁ ହିନ୍ଦୀ ସାହିତ୍ୟର ସ୍ୱର୍ଣ୍ଣ ଯୁଗ ଭାବରେ ଗ୍ରହଣ କରାଯାଏ
Synonyms : ଯୁଗ
Translation in other languages :
Meaning : ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
Example :
ସମୟ କାହାରିକୁ ଅପେକ୍ଷା କରେ ନାହିଁ ଆପଣ କେଉଁ ଯୁଗର କଥା କହୁଛନ୍ତି ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
Synonyms : ଅବସର, ଦିନ, ବେଳା, ଯୁଗ, ସମୟ
Translation in other languages :
मिनटों, घंटों, वर्षों आदि में नापी जाने वाली दूरी या गति जिससे भूत, वर्तमान आदि का बोध होता है।
समय किसी का इंतजार नहीं करता।An amount of time.
A time period of 30 years.