Meaning : କୌଣସି ପଦ ବା କାର୍ଯ୍ୟର ଉତ୍ତରଦାୟିତ୍ବ ବା କୌଣସି କାର୍ଯ୍ୟର ନିର୍ବାହ ତଥା ସଞ୍ଚାଳନର ସମସ୍ତ କାର୍ଯ୍ୟଭାର
Example :
ରାଷ୍ଟ୍ରପତି ନବନିଯୁକ୍ତ ଉପ-ରାଷ୍ଟ୍ରପତିଙ୍କୁ ତାଙ୍କର କାର୍ଯ୍ୟଭାର ସମର୍ପିଦେଲେ
Synonyms : ଦାୟିତ୍ବ
Translation in other languages :