Meaning : କୌଣସି କର୍ମଚାରୀ କିଛି ଦିନପାଇଁ କେଉଁଠିକି ଚାଲିଯିବା ପରେ ତାଙ୍କ ସ୍ଥାନରେ କାମ କରୁଥିବା ବ୍ୟକ୍ତି
Example :
ଶ୍ୟାମ ଏବେ କାମଚଳା କର୍ମଚାରୀ ରୂପେ କାର୍ଯ୍ୟରତ
Synonyms : କାମଚଳା, କାର୍ଯ୍ୟନିର୍ବାହୀ, ସ୍ଥାନାପନ୍ନ
Translation in other languages :
किसी कर्मचारी के कुछ दिनों के लिए कहीं चले जाने पर उसकी जगह काम करने वाला।
श्याम अभी स्थानापन्न कर्मचारी के रूप में कार्यरत है।