Meaning : କୌଣସି କାର୍ଯ୍ୟ ସମାପ୍ତ ହେବାର କ୍ରିୟା ବା ଭାବ
Example :
କାର୍ଯ୍ୟ ସମାପନ ହେବାପରେ ମୁଁ ଆପଣଙ୍କୁ ଭେଟିବି
Synonyms : କାର୍ଯ୍ୟ ପରିସମାପ୍ତି, କାର୍ଯ୍ୟ ସମାପନ, କାର୍ଯ୍ୟ ସମାପ୍ତି
Translation in other languages :
किसी कार्य के समाप्त होने की क्रिया या भाव।
कार्य समापन के बाद मैं आपसे मिलूँगा।