Meaning : ଯେଉଁ ସ୍ଥାନରେ ଦଣ୍ଡ ପାଉଥିବା ଅପରାଧୀଙ୍କୁ ଆବଦ୍ଧ କରି ରଖାଯାଏ
Example :
ଚୋରି ଅପରାଧରେ ସେ ଜେଲ୍ ଗଲା
Synonyms : କାରାଗାର, କାରାଗୃହ, କୈଦଖାନା, ଜେଲ୍, ଜେଲ୍ଖାନା, ବନ୍ଦୀ ଗୃହ
Translation in other languages :
A correctional institution where persons are confined while on trial or for punishment.
prison, prison houseMeaning : କୌଣସି ସ୍ଥାନଆଦିରେ ବନ୍ଦ ରହିବା କ୍ରିୟା
Example :
ପଣ୍ଡିତ ଜବାହରଲାଲ ନେହେରୁ କାରାବାସ ସମୟରେ ମଧ୍ୟ ସବୁବେଳେ ଲେଖୁଥିଲେ
Synonyms : ବନ୍ଦୀ
Translation in other languages :
A state of being confined (usually for a short time).
His detention was politically motivated.