Subscribe
URL of the page has been copied to clipboard.
Meaning : କୌଣସି କାରଣରୁ
Example : କୋଣସି କାରଣରୁ ମୁଁ ଆପଣକୁ ଦେଖା କରିପାରିଲି ନାହିଁ
Synonyms : କାରଣବଶତଃ
Translation in other languages :हिन्दी
कारण से।
Meaning : ପ୍ରୟୋଜନ ସହିତ ବା କୌଣସି ପ୍ରୟୋଜନ ବା ଉଦ୍ଦେଶ୍ୟରେ
Example : ମୁଁ ଏଠାକୁ କାରଣରୁ ଆସିଛି, ବୁଲିବାକୁ ନୁହେଁ
Synonyms : କାମରେ, ପ୍ରୟୋଜନତଃ, ପ୍ରୟୋଜନରେ
प्रयोजन के साथ या किसी प्रयोजन या उद्देश्य से।
Install App