Meaning : କୌଣସି କର୍ମଚାରୀ କିଛି ଦିନପାଇଁ କେଉଁଠିକି ଚାଲିଯିବା ପରେ ତାଙ୍କ ସ୍ଥାନରେ କାମ କରୁଥିବା ବ୍ୟକ୍ତି
Example :
ଶ୍ୟାମ ଏବେ କାମଚଳା କର୍ମଚାରୀ ରୂପେ କାର୍ଯ୍ୟରତ
Synonyms : କାର୍ଯ୍ୟକାରୀ, କାର୍ଯ୍ୟନିର୍ବାହୀ, ସ୍ଥାନାପନ୍ନ
Translation in other languages :
किसी कर्मचारी के कुछ दिनों के लिए कहीं चले जाने पर उसकी जगह काम करने वाला।
श्याम अभी स्थानापन्न कर्मचारी के रूप में कार्यरत है।Meaning : ଯେଉଁଥିରେ କୌଣସି ପ୍ରକାର କାମ କରାଯାଇପାରେ
Example :
ମୁଁ ଏହି ଯନ୍ତ୍ରକୁ କାମଚଳା କରିଦେଇଛି
Translation in other languages :
Ready for service or able to give long service.
Serviceable equipment.Meaning : ଯେଉଁଥିରେ କିଛି ବିଶେଷତା ନାହିଁ ବା ସାମାନ୍ୟ ଭଲ
Example :
ଏଇଟି ସାଧାରଣ ଶାଢ଼ୀ ଏହି କାମ ଚଳା ସରକାର ଅଧିକ ଦିନ ରହିବ ନାହିଁ
Synonyms : ମାମୁଲି, ସାଧାରଣ, ସାମାନ୍ୟ
Translation in other languages :
Not exceptional in any way especially in quality or ability or size or degree.
Ordinary everyday objects.