Meaning : କାମରେ ଲଗେଇବା
Example :
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
Synonyms : ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା, ରଖିବା
Translation in other languages :
काम पर लगाना।
इस काम के लिए उसने सात आदमियों को नियुक्त किया।Meaning : ବିଶେଷକରି ଆଶାନୁରୂପ ପ୍ରଭାବ ପଡ଼ିବା ବା ଫଳାଫଳ ଆସିବା
Example :
ଏହି ଔଷଧ ଭୋଜନପରେ ଖାଇଲେ ହିଁ କାମକରେ
Synonyms : କାମ କରିବା, ଫଳପ୍ରଦ ହେବା, ଫଳପ୍ରସୂ ହେବା
Translation in other languages :
Meaning : ପ୍ରୟୋଗ କଲାବେଳେ ଏକ ବିଶେଷ ଉପାୟରେ ବ୍ୟବହାର କରିବା
Example :
କୋମଳ ଧାତୁ ଭଲରୂପେ କାମକରେ
Synonyms : କାମ କରିବା, ବ୍ୟବହୃତ ହେବା
Translation in other languages :
Behave in a certain way when handled.
This dough does not work easily.