Meaning : ସେହି ରଚନା, ବିଶେଷତଃ ପଦ୍ୟ ରଚନା, ଯାହା କୌଣସି ରସ ବା ମନୋବେଗରେ ପୂର୍ଣ୍ଣ
Example :
ରସଯୁକ୍ତ ବାକ୍ୟକୁ କାବ୍ୟ କୁହାଯାଏ
Translation in other languages :
Meaning : ଗୋଟିଏ ପ୍ରକାରରୋଳା ଛନ୍ଦ
Example :
କାବ୍ୟର ପ୍ରତ୍ୟେକ ପାଦରେ ବାରଟି କରି ମାତ୍ରା ଲଘୁ ଥାଏ
Translation in other languages :
Meaning : ଯେଉଁ ପୁସ୍ତକରେ କବିତା ଥାଏ
Example :
କାମାୟନୀ ପ୍ରସାଦଙ୍କର ଗୋଟିଏ ଉତ୍କୃଷ୍ଟ କାବ୍ୟ ଗ୍ରନ୍ଥ ଅଛି
Synonyms : କାବ୍ୟ ଗ୍ରନ୍ଥ, କାବ୍ୟ ରଚନା
Translation in other languages :
वह पुस्तक जिसमें कविता हो।
कामायनी प्रसाद का एक उत्कृष्ट काव्य ग्रंथ है।