Meaning : କାବୁଲରେ କୁହାଯାଉଥିବା ଭାଷା
Example :
ସେ ଭଲଭାବେ କାବୁଲୀଭାଷା କହେ
Synonyms : କାବୁଲୀ ଭାଷା
Translation in other languages :
Meaning : କାବୁଲର ନିବାସୀ
Example :
ମୁଁ ପଢ଼ୁଥିବା ବିଶ୍ୱବିଦ୍ୟାଳୟରେ କିଛି କାବୁଲୀ ଶିକ୍ଷା ଗ୍ରହଣ କରୁଛନ୍ତି
Translation in other languages :
Meaning : କାବୁଲରେ ରହିବାବ୍ୟକ୍ତି
Example :
କେତେକ କାବୁଲୀଲୋକମାନଙ୍କ ସହିତ ତାର ଭଲ ଜଣାଶୁଣା
Translation in other languages :
Meaning : କାବୁଲରେ ଜନ୍ମ ହୋଇଥିବା
Example :
କାବୁଲୀ ଚଣା, ଶୁଖିଲା ଫଳ ଆଦି ଭାରତକୁ ରପ୍ତାନୀ ହୁଏ
Translation in other languages :