Meaning : କାହାରିସହିତ ଲଢ଼ିବାପାଇଁ ତାକୁ କାବୁକରିବା
Example :
କୁସ୍ତିବାଜମାନେ ପରସ୍ପରକୁ ଛନ୍ଦିଥିଲେ
Synonyms : ଆୟତ୍ତକରିବା, ଛନ୍ଦିବା
Translation in other languages :
Meaning : ଲଢ଼ିବାପାଇଁ କାହାରିକୁ କାବୁକରିବା
Example :
ଆଖଡ଼ାରେ ପହେଲମାନ ଜଣେ ଅନ୍ୟକୁ କାବୁକରୁଥିଲା
Synonyms : ଆୟତ୍ତକରିବା
Translation in other languages :