Meaning : ଧର୍ମର ଆଡ଼ମ୍ବର ଆଳରେ ସ୍ୱାର୍ଥ ସାଧନ କରୁଥିବା ଲୋକ
Example :
ଠକ ଭଣ୍ଡ ବାବା ଚକ୍କରରେ ପଡ଼ି ମୋହିନୀ ବହୁତ ପଶ୍ଚାତାପ କରୁଛି
Translation in other languages :
Meaning : ମାଂସ ଆଦି ଖାଉଥିବା ଶୈବମତାବଲମ୍ବୀ ତାନ୍ତ୍ରିକ ସାଧୁ
Example :
କାପାଳିକ ନିଜ ହାତରେ ମଣିଷର ଖପୁରି ଧରିଥାନ୍ତି
Translation in other languages :
शैवमत का तांत्रिक साधु जो मांस आदि खाता है।
कापालिक अपने हाथ में मनुष्य का कपाल लिए रहते हैं।