Subscribe
URL of the page has been copied to clipboard.
Meaning : କାନ୍ଦିବା କ୍ରିୟା
Example : ବିଦାୟ ସମୟରେ ତାର କାନ୍ଦ ବନ୍ଦ ହେଉନଥିଲା
Synonyms : ଅଶ୍ରୁପାତ, କାନ୍ଦ, କ୍ରନ୍ଦନ, ରୋଦନ
Translation in other languages :हिन्दी English
रोने की क्रिया।
The process of shedding tears (usually accompanied by sobs or other inarticulate sounds).
Meaning : କାନ୍ଦିବାଦ୍ୱାରା ଉତ୍ପନ୍ନ ହେଉଥିବା ଶବ୍ଦ
Example : ତାର କାନ୍ଦଣା ବହୁଦୂରକୁ ଶୁଣାଯାଉଥିଲା
Synonyms : କ୍ରନ୍ଦନ, ବିଳାପ, ରୋଦନ
रोने से उत्पन्न शब्द।
A cry of sorrow and grief.
Install App