Meaning : ସୁନ୍ଦର ହେବା ବା ଲାଗିବାର ଅବସ୍ଥା ବା ଭାବ
Example :
ବସନ୍ତର ଶୋଭା ଚାରିଆଡେ ଦିଶୁଛି
Synonyms : ଶୋଭା, ସୌନ୍ଦର୍ଯ୍ୟ
Translation in other languages :
Pleasantness resulting from agreeable conditions.
A well trained staff saw to the agreeableness of our accommodations.Meaning : ଏକ ପ୍ରକାରର ପ୍ରକାଶ
Example :
ତା’ ଚେହେରାର ଚମକ ସ୍ପଷ୍ଟ ଭାବେ ଝଲକୁଥିଲା
Synonyms : ଆଭା, ଉଜ୍ଜଳତା, ଚମକ, ଜ୍ୟୋତି, ତେଜ, ଦୀପ୍ତି, ଦ୍ୟୁତି, ପ୍ରଭା, ଭାସ, ରକ୍ତିମା
Translation in other languages :
एक तरह का प्रकाश।
उसके चेहरे की चमक स्पष्ट झलक रही थी।