Meaning : ଲମ୍ବା ତଥା ଚଉଡ଼ାର ଶେଷ ଭାଗ
Example :
ଆପଣଙ୍କ ଶାଢ଼ୀର କାନିରେ କଣ୍ଟା ପଶିଯାଇଛି
Translation in other languages :
Meaning : ଶାଢ଼ୀ, ଓଢ଼ଣୀଆଦିର ଯେଉଁ ଅଂଶ କାନ୍ଧ ଉପରେ ପଡ଼ିଥାଏ
Example :
ପିଲାଟି ମାଆଙ୍କ ଶାଢ଼ୀର କାନିକୁ ଧରିଛି
Translation in other languages :