Meaning : ଯେଉଁ ଗୋରଖପନ୍ଥୀ ଯୋଗୀ ଦୁଇ କାନକୁ ଫୋଡ଼ାଇ ସେଥିରେ ସ୍ଫଟିକ ସ୍ୱଚ୍ଛ ମୁଦ୍ରା ପିନ୍ଧନ୍ତି
Example :
ଏଠାରେ ଦୁଇ ଜଣ କାନଫଟା ଯୋଗୀ ରହନ୍ତି
Synonyms : କାନଫଟା ଯୋଗୀ
Translation in other languages :
गोरखपंथी योगी जो दोनों कानों को फड़वाकर इसमें बिल्लौरी मुद्राएँ पहनते हैं।
यहाँ दो कनफटा रहते हैं।Meaning : ଖୁବ ଜୋର ଶବ୍ଦ
Example :
ସହରରେ ସଡ଼କ ଉପରେ ଚାଲୁଥିବା ଯାନବାହନର କାନଫଟା ଶବ୍ଦ ଭାରି ଅସୁବିଧା କରୁଛି
Synonyms : କର୍ଣ୍ଣଭେଦୀ
Translation in other languages :