Subscribe
URL of the page has been copied to clipboard.
Meaning : କାନ ଏବଂ ଆଖିର ମଝି ସ୍ଥାନ
Example : ସେ କାନମୁଣ୍ଡାକୁ ଲକ୍ଷ୍ୟ କରି ଗୁଳି ମାରିଲା
Synonyms : କର୍ଣପଟି, କାନମୁଣ୍ଡା
Translation in other languages :हिन्दी English
कान और आँख के बीच का स्थान।
The flat area on either side of the forehead.
Meaning : କାନର ତଳ ଆଡ଼କୁ ଝୁଲିଥିବା ଭାଗ
Example : ମହିଳାମାନେ କାନ ପଟିରେ କଣାକରି ଗହଣା ପିନ୍ଧନ୍ତି
Synonyms : କାନଫଳି
कान के नीचे का लटकता हुआ भाग।
The fleshy pendulous part of the external human ear.
Install App