Meaning : ପାଞ୍ଚ ଆଙ୍ଗୁଳିମାନଙ୍କ ମଧ୍ୟରେ ସବୁଠାରୁ ଛୋଟ ଆଙ୍ଗୁଳି
Example :
ତା ହାତର କାଣି ଆଙ୍ଗୁଠିରେ ମୋତିର ମୁଦି ଶୋଭାପାଉଅଛି
Synonyms : କନିଷ୍ଠା ଅଙ୍ଗୁଳି, କନିଷ୍ଠା ଆଙ୍ଗୁଠି, କାଣି ଆଙ୍ଗୁଳି, ଛୋଟ ଆଙ୍ଗୁଳି
Translation in other languages :
पाँचों अंगुलियों में से सबसे छोटी उँगली।
उसके हाथ की कानी उँगली में मोती की अँगूठी शोभायमान है।