Meaning : କାଠରେ ତିଆରି ହୋଇଥିବା ପଞ୍ଜୁରୀ
Example :
ଶାରୀ ପୋଷିବାପାଇଁ ସେ ଗୋଟିଏ କାଠପଞ୍ଜୁରୀ କିଣିଲା
Synonyms : କାଠ ପିଞ୍ଜରା, କାଷ୍ଠପିଞ୍ଜର
Translation in other languages :
A cage (usually made of wood and wire mesh) for small animals.
hutch