Meaning : କୌଣସି ନାମରେ ଜଣାଯିବା
Example :
ଲୋକ ଗାନ୍ଧୀଙ୍କୁ ବାପୁ ମଧ୍ୟ କହନ୍ତି
Synonyms : ବୋଲିବା
Translation in other languages :
Meaning : ମୁହଁରେ ବ୍ୟକ୍ତ ଏବଂ ସ୍ପଷ୍ଟ ଧ୍ୱନି ବାହାରିବା
Example :
ସୀମା ‘ଡ’ କୁ ‘ର’ କହେ
Synonyms : ଉଚ୍ଚାରଣ କରିବା, ଉଚ୍ଚାରିବା, ବୋଲିବା
Translation in other languages :
Meaning : ହିତକଥା କହିବା
Example :
ବୁଦ୍ଧ ଆମକୁ ଜୀବନରେ ଉଚିତ ମୂଲ୍ୟର ଶିକ୍ଷା ଦେଲେ
Synonyms : ବତେଇବା, ଶିକ୍ଷା ଦେବା, ଶିଖେଇବା
Translation in other languages :
हित की बातें बताना।
बुद्ध ने हमें जीवन के सही मूल्यों की सीख दी है।Meaning : କାହା ସାମନାରେ କୌଣସି ଘଟଣା ଆଦିର ସମ୍ବନ୍ଧିତ ଲୋକମାନଙ୍କର ନାମ ବତାଇବା
Example :
ସେ ପୋଲିସ ସାମନାରେ ଚାରି ଲୋକଙ୍କର ନାମ ପ୍ରକାଶ କଲା
Synonyms : ପ୍ରକାଶ କରିବା, ବତାଇବା
Translation in other languages :
Meaning : ମୁହଁରେ କୌଣସି କଥା, ବିଚାରଆଦି ବ୍ୟକ୍ତ କରିବା
Example :
ଆପଣଙ୍କର କିଛି ଦରକାର ହେଲେ ମୋତେ କହନ୍ତୁ
Synonyms : ବ୍ୟକ୍ତ କରିବା
Translation in other languages :
मुँह से कोई बात, विचार आदि व्यक्त करना।
बच्चा राम-राम बोल रहा है।Meaning : କିଛି କରିବାପାଇଁ ଆଦେଶଦେବା
Example :
ଗୁରୁ ତୁମକୁ ଘରକୁ ଯିବାପାଇଁ କହିଛନ୍ତି ସେ ନିଜେ କିଛି କରେ ନାହିଁ କେବଳ ଅନ୍ୟକୁ ବରାଦ କରେ
Synonyms : ଆଜ୍ଞା କରିବା, ଆଜ୍ଞା ଦେବା, ଆଦେଶ ଦେବା, ବରାଦ କରିବା
Translation in other languages :
कुछ करने का आदेश देना।
गुरुजी ने घर जाने के लिए कहा।Meaning : କୌଣସି ବସ୍ତୁ, ସୂଚନାଆଦି କାହାକୁ ବତାଇବା
Example :
ସେ ମୋତେ କହିଲା ଯେ ସେ କାମ ଛାଡ଼ିକରି ଯାଉଛି
Translation in other languages :
किसी वस्तु, सूचना आदि से किसी को परिचित कराना।
उसने मुझे बताया कि वह काम छोड़कर जा रहा है।Meaning : କୌଣସି ବସ୍ତୁ ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା
Example :
ରହିମ ଆଜି ଆସିବନି ବୋଲି ସେ କହିଲା
Synonyms : ଜଣାଇବା, ବତେଇବା, ସୂଚନା ଦେବା, ସୂଚିତ କରିବା
Translation in other languages :
किसी वस्तु, काम आदि के बारे में बताना।
उसने कहा कि रहीम आज नहीं आयेगा।Meaning : ସଭାରେ ଶ୍ରୋତାମାନଙ୍କ ସାମ୍ନାରେ କୌଣସି ବିଷୟରେ ନିଜର ଭାବ ବ୍ୟକ୍ତ କରିବା
Example :
ମୁଖ୍ୟ ଅତିଥି ଅନୁଶାସନର ମହତ୍ତ୍ୱ ଉପରେ ଭାଷଣ ଦେଲେ
Synonyms : ବକ୍ତବ୍ୟପ୍ରଦାନକରିବା, ଭାଷଣଦେବା
Translation in other languages :
सभा आदि में श्रोताओं के सामने किसी विषय पर अपने भाव व्यक्त करना।
मुख्य अतिथि ने अनुशासन के महत्व पर भाषण दिया।Meaning : କାହାରି ବିଷୟରେ ନିଶ୍ଚିତତା ଓ ଆତ୍ମବିଶ୍ୱାସ ସହିତ କିଛି ସକାରାତ୍ମକ ବିବରଣୀ ଦେବା
Example :
ସେ ଭଲଲୋକ ନୁହେଁ ବୋଲି ମୁଁ ତୁମକୁ କହିଥିଲି
Synonyms : ବିବରଣୀଦେବା, ବୋଲିବା, ବ୍ୟକ୍ତକରିବା, ସ୍ପଷ୍ଟକରିବା
Translation in other languages :
Meaning : କିଛି କହିକି ବାଧକ ହେବା
Example :
ଆପଣ ମଝିରେ କୁହନ୍ତୁ ନାହିଁ ଆପଣ ମଝିରେ କଣ ପାଇଁ କୁହୁଛନ୍ତି?