Subscribe
URL of the page has been copied to clipboard.
Meaning : କୌଣସି ଘାଆଆଦିକୁ ଏପରି ଛୁଇଁବା ଯେପରି କଷ୍ଟ ହେବ
Example : ଅଜାଣତରେ ସେ ମୋର ଘାଆକୁ କଷ୍ଟଦେଲା
Translation in other languages :हिन्दी English
किसी के घाव आदि को ऐसे छूना कि वह दर्द करने लगे।
Cause injuries or bodily harm to.
Meaning : ପୂର୍ବରୁ କେବେ କରିଥିବା ନିଜ ଉପକାର ବା ଅନ୍ୟର ଅପରାଧ ଉଲ୍ଲେଖ କରି କଷ୍ଟ ଦେବା
Example : ଶ୍ୟାମ ତା ଅପଙ୍ଗ ଭାଈକୁ ବହୁତ ବିରକ୍ତ କରାଏ
Synonyms : ଚିଡ଼େଇବା, ବିରକ୍ତ କରିବା, ରଗାଇବା
कभी के किए हुए अपने उपकार या दूसरे के अपराध का उल्लेख करके ताना देना।
Harass with persistent criticism or carping.
Install App