Meaning : ଯେଉଁ ଫୁଲରେ କଢ଼ ରୂପରେ ଫଳର ମୂଳ ରୂପ ମଧ୍ୟ ଥାଏ
Example :
ପିଲାଟି କାକୁଡ଼ିର କଷି ଭାଙ୍ଗିଦେଲା
Translation in other languages :
Meaning : ନୂଆ ପ୍ରସବ କରିଥିବା ଗାଈ
Example :
ନିଜ ଛୋଟ ପିଲାକୁ ଦୁଧ ପିଆଇବାପାଇଁ ଗୋପାଳ ଗୋଟିଏ ପୋରୁହାଁ ଗାଈ କିଣିଛି
Translation in other languages :
Meaning : ଅଳ୍ପ ଦିନିଆ ଛୋଟ ଫଳ କମଦିନର ଧରିଥିବା ଛୋଟଫଳ
Example :
ଲାଉରେ କଷି ଧରିବା ଆରମ୍ଭ ହୋଇଗଲାଣି
Translation in other languages :