Meaning : ଯେ ଝଗଡ଼ା କରୁଥାଏ
Example :
ଝଗଡ଼ାକାରୀ ବ୍ୟକ୍ତିଠାରୁ ଦୂରରେ ରହିବା ଭଲ
Synonyms : କଳିକାଣ୍ଡେଇ, କଳିକାରୀ, ଝଗଡ଼ାକାରୀ, ବିବାଦକାରୀ, ବିବାଦୀ
Translation in other languages :
Given to or characterized by argument.
An argumentative discourse.Meaning : ସବୁବେଳେ କଳି କରୁଥିବା ଲୋକ
Example :
କଳିହୁଡ଼ା ଲୋକଙ୍କ ଠାରୁ ଦୂରରେ ରହିବା ହିଁ ଭଲ
Synonyms : କଳହକାରୀ, କଳହପ୍ରିୟ, କଳିହୁଡ଼ା, ଝଗଡ଼ା କରୁଥିବା, ଝଗଡ଼ାଳୁ
Translation in other languages :