Meaning : ଯେ ଝଗଡ଼ା କରୁଥାଏ
Example :
ଝଗଡ଼ାକାରୀ ବ୍ୟକ୍ତିଠାରୁ ଦୂରରେ ରହିବା ଭଲ
Synonyms : କଳିକାରୀ, କଳିହା, ଝଗଡ଼ାକାରୀ, ବିବାଦକାରୀ, ବିବାଦୀ
Translation in other languages :
Given to or characterized by argument.
An argumentative discourse.