Meaning : ତରକାରୀରେ ମସଲା ଭାବରେ ବ୍ୟବହୃତ ହେଉଥିବା ଏକ ରାଗଯୁକ୍ତ, କଳା, ଛୋଟ ଦାନା
Example :
ମୋ ଜେଜେ ଗୋଲ ମରିଚ ପକା ଚାହା ପିଇବାକୁ ପସନ୍ଦ କରନ୍ତି
Synonyms : ଗୋଲ ମରିଚ
Translation in other languages :
Pepper that is ground from whole peppercorns with husks on.
black pepper